ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଉଛି ଭାରତୀୟ ରେଳ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଉଛି ଭାରତୀୟ ରେଳ l

ପ୍ରବାସୀ ଶ୍ରମିକଙ୍କ ପାଇଁ ୫ ସପ୍ତାହରେ ପାଖାପାଖି ୨,୨୦,୪୧୩ ମାନବ ଦିବସର ସୁଯୋଗ ସୃଷ୍ଟି l

୭୩୭ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି l